# it was necessary for him ଏହା ଯୀଶୁଙ୍କ ନିମନ୍ତେ ଆବଶ୍ୟକ ଥିଲା # like his brothers ଏଠାରେ “ଭ୍ରାତୃଗଣ” ସାଧାରଣଭାବରେ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ସଦୃଶ” # he would bring about the pardon of the people's sins କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁର ଅର୍ଥ ଯେ ଈଶ୍ବର ପାପକ୍ଷମା କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେ ଏହା ସମ୍ଭବ କରିବେ କାରଣ ଈଶ୍ବର ଲୋକମାନଙ୍କ ପାପକ୍ଷମା କରନ୍ତି”