or_tn/heb/02/14.md

20 lines
1.8 KiB
Markdown

# the children
ଏହା ସେମାନଙ୍କ ବିଷୟରେ କହେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ଯେପରି ସେମାନେ ସନ୍ତାନଗଣ ଥିଲେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ମୋହର ସନ୍ତାନଗଣ ସଦୃଶ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# share in flesh and blood
“ରକ୍ତ ଓ ମାଂସ” ଶବ୍ଦଟି ଲୋକମାନଙ୍କ ମନୁଷ୍ୟ ପ୍ରକୃତିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସମସ୍ତେ ମନୁଷ୍ୟ ଅଟନ୍ତି” (ଦେଖ: [[rc://*/ta/man/translate/figs-idiom]])
# he likewise shared in the same
ଯୀଶୁ ସେହି ପ୍ରକାରେ ରକ୍ତ ଓ ମାଂସର ସହଭାଗୀ ହେଲେ କିମ୍ବା “ସେମାନେ ଯେପ୍ରକାର, ଯୀଶୁ ଠିକ୍ ସେପ୍ରକାରେ ମନୁଷ୍ୟ ହୋଇଥିଲେ”
# through death
ଏଠାରେ “ମୃତ୍ୟୁ” ଗୋଟିଏ କ୍ରିୟା ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୃତ୍ୟୁଭୋଗ କରିବା ଦ୍ବାରା” (ଦେଖ: [[rc://*/ta/man/translate/figs-abstractnouns]])
# has the power of death
ଏଠାରେ “ମୃତ୍ୟୁ”କୁ ଗୋଟିଏ କ୍ରିୟା ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନଙ୍କ ମୃତ୍ୟୁଭୋଗ କରିବା ନିମନ୍ତେ ଶକ୍ତି ଅଛି” (ଦେଖ: [[rc://*/ta/man/translate/figs-abstractnouns]])