# the children ଏହା ସେମାନଙ୍କ ବିଷୟରେ କହେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ଯେପରି ସେମାନେ ସନ୍ତାନଗଣ ଥିଲେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ମୋହର ସନ୍ତାନଗଣ ସଦୃଶ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]]) # share in flesh and blood “ରକ୍ତ ଓ ମାଂସ” ଶବ୍ଦଟି ଲୋକମାନଙ୍କ ମନୁଷ୍ୟ ପ୍ରକୃତିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସମସ୍ତେ ମନୁଷ୍ୟ ଅଟନ୍ତି” (ଦେଖ: [[rc://*/ta/man/translate/figs-idiom]]) # he likewise shared in the same ଯୀଶୁ ସେହି ପ୍ରକାରେ ରକ୍ତ ଓ ମାଂସର ସହଭାଗୀ ହେଲେ କିମ୍ବା “ସେମାନେ ଯେପ୍ରକାର, ଯୀଶୁ ଠିକ୍ ସେପ୍ରକାରେ ମନୁଷ୍ୟ ହୋଇଥିଲେ” # through death ଏଠାରେ “ମୃତ୍ୟୁ” ଗୋଟିଏ କ୍ରିୟା ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୃତ୍ୟୁଭୋଗ କରିବା ଦ୍ବାରା” (ଦେଖ: [[rc://*/ta/man/translate/figs-abstractnouns]]) # has the power of death ଏଠାରେ “ମୃତ୍ୟୁ”କୁ ଗୋଟିଏ କ୍ରିୟା ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନଙ୍କ ମୃତ୍ୟୁଭୋଗ କରିବା ନିମନ୍ତେ ଶକ୍ତି ଅଛି” (ଦେଖ: [[rc://*/ta/man/translate/figs-abstractnouns]])