or_tn/heb/02/10.md

2.8 KiB
Raw Permalink Blame History

bring many sons to glory

ଏଠାରେ ଗୌରବର ଦାନ ବିଷୟରେ କୁହାଯାଏ ଯେପରି ଏହା ଏକ ସ୍ଥାନ ଯେଉଁଠାକୁ ଲୋକମାନେ ଅଣାଯାଇ ପାରିବେ I ଅନ୍ୟଏକ ଅନୁବାଦରେ; “ଅନେକ ପୁତ୍ରଙ୍କୁ ଉଦ୍ଧାର କରିବେ” (ଦେଖ: rc://*/ta/man/translate/figs-metaphor)

many sons

ଏଠରେ ଏହା ଖ୍ରୀଷ୍ଟ ବିଶ୍ବାସୀ, ଉଭୟ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅନେକ ବିଶ୍ବାସୀମାନେ” (ଦେଖ: rc://*/ta/man/translate/figs-gendernotations)

the leader of their salvation

ସମ୍ଭାବିତ ଅର୍ଥ ଗୁଡିକ ୧) ଏହା ଗୋଟିଏ ରୂପକ ଅଟେ ଯେଉଁଠାରେ ଲେଖକ ପରିତ୍ରାଣ ବିଷୟରେ କହନ୍ତି ଯେପରି ଏହା ଏକ ଲକ୍ଷ୍ୟ ସ୍ଥଳ ଓ ଯୀଶୁଙ୍କ ଜଣେ ବ୍ୟକ୍ତି ସ୍ବରୁପ ଅଟନ୍ତି ଯାହା ସେ ସେହି ପଥରେ ଲୋକମାନଙ୍କ ଆଗରେ ଯାଇ ସେମାନଙ୍କୁ ପରିତ୍ରାଣ ମଧ୍ୟକୁ କଢାଇ ନିଅନ୍ତି I ଅନ୍ୟଏକ ଅନୁବାଦରେ: “ଯେ ଏକମାତ୍ର ଲୋକମାନଙ୍କୁ ପରିତ୍ରାଣ ମଧ୍ୟକୁ କଢାଇ ନିଅନ୍ତି” କିମ୍ବା ) ଏଠାରେ “ଅଧକ୍ଷ” ଭାବେ ଅନୁବାଦ ହୋଇଥିବା ଶବ୍ଦର ଅର୍ଥ “ପ୍ରତିଷ୍ଠାତା” ହୋଇପାରେ ଏବଂ ଲେଖକ ଯୀଶୁଙ୍କ ବିଷୟରେ କହନ୍ତି ଯେ ସେ ସେହି ବ୍ୟକ୍ତି, ଯେ ପରିତ୍ରାଣ ସାଧନ କରନ୍ତି, ବା ଈଶ୍ବର ଲୋକମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ସମ୍ଭବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେ ଏକମାତ୍ର ଯେ ସେମାନଙ୍କ ପରିତ୍ରାଣକୁ ସମ୍ଭବ କରନ୍ତି” (ଦେଖ: rc://*/ta/man/translate/figs-metaphor)

complete

ପରିପକ୍ବ ହେବା ଓ ସମ୍ପୂର୍ଣ୍ଣରୂପେ ଶିକ୍ଷିତ ହେବା ବିଷୟରେ କୁହାଯାଏ ଯେପରି ଜଣେ ଲୋକକୁ ସମ୍ପୂର୍ଣ୍ଣ କରାଗଲା, ବୋଧହୁଏ ତାହାର ଶରୀରର ପ୍ରତ୍ୟେକ ଅଙ୍ଗରେ ସମ୍ପୂର୍ଣ୍ଣ କରାଗଲା I (ଦେଖ: rc://*/ta/man/translate/figs-metaphor)