16 lines
2.8 KiB
Markdown
16 lines
2.8 KiB
Markdown
|
# bring many sons to glory
|
|||
|
|
|||
|
ଏଠାରେ ଗୌରବର ଦାନ ବିଷୟରେ କୁହାଯାଏ ଯେପରି ଏହା ଏକ ସ୍ଥାନ ଯେଉଁଠାକୁ ଲୋକମାନେ ଅଣାଯାଇ ପାରିବେ I ଅନ୍ୟଏକ ଅନୁବାଦରେ; “ଅନେକ ପୁତ୍ରଙ୍କୁ ଉଦ୍ଧାର କରିବେ” (ଦେଖ: [[rc://*/ta/man/translate/figs-metaphor]])
|
|||
|
|
|||
|
# many sons
|
|||
|
|
|||
|
ଏଠରେ ଏହା ଖ୍ରୀଷ୍ଟ ବିଶ୍ବାସୀ, ଉଭୟ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅନେକ ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-gendernotations]])
|
|||
|
|
|||
|
# the leader of their salvation
|
|||
|
|
|||
|
ସମ୍ଭାବିତ ଅର୍ଥ ଗୁଡିକ ୧) ଏହା ଗୋଟିଏ ରୂପକ ଅଟେ ଯେଉଁଠାରେ ଲେଖକ ପରିତ୍ରାଣ ବିଷୟରେ କହନ୍ତି ଯେପରି ଏହା ଏକ ଲକ୍ଷ୍ୟ ସ୍ଥଳ ଓ ଯୀଶୁଙ୍କ ଜଣେ ବ୍ୟକ୍ତି ସ୍ବରୁପ ଅଟନ୍ତି ଯାହା ସେ ସେହି ପଥରେ ଲୋକମାନଙ୍କ ଆଗରେ ଯାଇ ସେମାନଙ୍କୁ ପରିତ୍ରାଣ ମଧ୍ୟକୁ କଢାଇ ନିଅନ୍ତି I ଅନ୍ୟଏକ ଅନୁବାଦରେ: “ଯେ ଏକମାତ୍ର ଲୋକମାନଙ୍କୁ ପରିତ୍ରାଣ ମଧ୍ୟକୁ କଢାଇ ନିଅନ୍ତି” କିମ୍ବା ୨) ଏଠାରେ “ଅଧକ୍ଷ” ଭାବେ ଅନୁବାଦ ହୋଇଥିବା ଶବ୍ଦର ଅର୍ଥ “ପ୍ରତିଷ୍ଠାତା” ହୋଇପାରେ ଏବଂ ଲେଖକ ଯୀଶୁଙ୍କ ବିଷୟରେ କହନ୍ତି ଯେ ସେ ସେହି ବ୍ୟକ୍ତି, ଯେ ପରିତ୍ରାଣ ସାଧନ କରନ୍ତି, ବା ଈଶ୍ବର ଲୋକମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ସମ୍ଭବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେ ଏକମାତ୍ର ଯେ ସେମାନଙ୍କ ପରିତ୍ରାଣକୁ ସମ୍ଭବ କରନ୍ତି” (ଦେଖ: [[rc://*/ta/man/translate/figs-metaphor]])
|
|||
|
|
|||
|
# complete
|
|||
|
|
|||
|
ପରିପକ୍ବ ହେବା ଓ ସମ୍ପୂର୍ଣ୍ଣରୂପେ ଶିକ୍ଷିତ ହେବା ବିଷୟରେ କୁହାଯାଏ ଯେପରି ଜଣେ ଲୋକକୁ ସମ୍ପୂର୍ଣ୍ଣ କରାଗଲା, ବୋଧହୁଏ ତାହାର ଶରୀରର ପ୍ରତ୍ୟେକ ଅଙ୍ଗରେ ସମ୍ପୂର୍ଣ୍ଣ କରାଗଲା I (ଦେଖ: [[rc://*/ta/man/translate/figs-metaphor]])
|