or_tn/heb/02/02.md

16 lines
1.7 KiB
Markdown

# For if the message that was spoken through the angels
ଯିହୂଦୀମାନେ ବିଶ୍ବାସ କରୁଥିଲେ ଯେ ଈଶ୍ବର ଦୂତମାନଙ୍କ ଦ୍ବାରା ମୋଶାଙ୍କୁ ଆପଣା ବ୍ୟବସ୍ଥା କହିଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଯଦି ଈଶ୍ବର ଦୂତମାନଙ୍କ ଦ୍ବାରା କହିଥିବା ବାର୍ତ୍ତା” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]])
# For if the message
ଲେଖକ ନିଶ୍ଚିତ ଅଟନ୍ତି ଯେ ଏହି ବିଷୟ ଗୁଡିକ ସତ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ଅତଏବ ସେହି ବାର୍ତ୍ତା”
# every trespass and disobedience receives just punishment
ଏଠାରେ “ଆଜ୍ଞା ଲଂଘନ” ଓ “ଅବାଧ୍ୟତା” ସେହି ଲୋକମାନଙ୍କ କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁମାନେ ଏହି ପାପରେ ଦୋଷୀ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ପାପ କରନ୍ତି ଏବଂ ଅବାଧ୍ୟ ହୁଅନ୍ତି ଯଥାର୍ଥ ଦଣ୍ଡ ପାଇବେ” (ଦେଖ: [[rc://*/ta/man/translate/figs-metonymy]])
# trespass and disobedience
ଏହି ଦୁଇଟି ଶବ୍ଦ ସାଧାରଣ ଭାବରେ ସମାନ ଅର୍ଥ ପ୍ରକାଶ କରନ୍ତି I (ଦେଖ: [[rc://*/ta/man/translate/figs-doublet]])