or_tn/heb/02/02.md

1.7 KiB

For if the message that was spoken through the angels

ଯିହୂଦୀମାନେ ବିଶ୍ବାସ କରୁଥିଲେ ଯେ ଈଶ୍ବର ଦୂତମାନଙ୍କ ଦ୍ବାରା ମୋଶାଙ୍କୁ ଆପଣା ବ୍ୟବସ୍ଥା କହିଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଯଦି ଈଶ୍ବର ଦୂତମାନଙ୍କ ଦ୍ବାରା କହିଥିବା ବାର୍ତ୍ତା” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

For if the message

ଲେଖକ ନିଶ୍ଚିତ ଅଟନ୍ତି ଯେ ଏହି ବିଷୟ ଗୁଡିକ ସତ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ଅତଏବ ସେହି ବାର୍ତ୍ତା”

every trespass and disobedience receives just punishment

ଏଠାରେ “ଆଜ୍ଞା ଲଂଘନ” ଓ “ଅବାଧ୍ୟତା” ସେହି ଲୋକମାନଙ୍କ କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁମାନେ ଏହି ପାପରେ ଦୋଷୀ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ପାପ କରନ୍ତି ଏବଂ ଅବାଧ୍ୟ ହୁଅନ୍ତି ଯଥାର୍ଥ ଦଣ୍ଡ ପାଇବେ” (ଦେଖ: rc://*/ta/man/translate/figs-metonymy)

trespass and disobedience

ଏହି ଦୁଇଟି ଶବ୍ଦ ସାଧାରଣ ଭାବରେ ସମାନ ଅର୍ଥ ପ୍ରକାଶ କରନ୍ତି I (ଦେଖ: rc://*/ta/man/translate/figs-doublet)