or_tn/heb/01/14.md

1.3 KiB

Are not all angels spirits ... inherit salvation?

ଲେଖକ ପାଠକମାନଙ୍କୁ ସ୍ମରଣ କରାଇବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଦୂତମାନେ ଖ୍ରୀଷ୍ଟଙ୍କ ସଦୃଶ ପରାକ୍ରମୀ ନୁହନ୍ତି, କିନ୍ତୁ ସେମାନଙ୍କର ଏକ ଭିନ୍ନ ପ୍ରକାରର ଭୂମିକା ଅଛି I ଅନ୍ୟଏକ ଅନୁବାଦରେ: “ସମସ୍ତ ଦୂତଗଣ ଆତ୍ମା ଅଟନ୍ତି ଯେଉଁମାନେ ...ପରିତ୍ରାଣ ଅଧିକାରୀ ହୁଅନ୍ତି I” (ଦେଖ: rc://*/ta/man/translate/figs-rquestion)

for those who will inherit salvation

ଈଶ୍ବର ବିଶ୍ବାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତହେବା ବିଷୟରେ କୁହାଯାଏ ଯେପରି ଗୋଟିଏ ପରିବାରର ସଦସ୍ୟଙ୍କଠାରୁ ଧନ ଓ ସମ୍ପତ୍ତି ଅଧିକାର କରାଯାଏ I ଅନ୍ୟଏକ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ଉଦ୍ଧାର କରିବେ” (ଦେଖ: rc://*/ta/man/translate/figs-metaphor)