# Are not all angels spirits ... inherit salvation? ଲେଖକ ପାଠକମାନଙ୍କୁ ସ୍ମରଣ କରାଇବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଦୂତମାନେ ଖ୍ରୀଷ୍ଟଙ୍କ ସଦୃଶ ପରାକ୍ରମୀ ନୁହନ୍ତି, କିନ୍ତୁ ସେମାନଙ୍କର ଏକ ଭିନ୍ନ ପ୍ରକାରର ଭୂମିକା ଅଛି I ଅନ୍ୟଏକ ଅନୁବାଦରେ: “ସମସ୍ତ ଦୂତଗଣ ଆତ୍ମା ଅଟନ୍ତି ଯେଉଁମାନେ ...ପରିତ୍ରାଣ ଅଧିକାରୀ ହୁଅନ୍ତି I” (ଦେଖ: [[rc://*/ta/man/translate/figs-rquestion]]) # for those who will inherit salvation ଈଶ୍ବର ବିଶ୍ବାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତହେବା ବିଷୟରେ କୁହାଯାଏ ଯେପରି ଗୋଟିଏ ପରିବାରର ସଦସ୍ୟଙ୍କଠାରୁ ଧନ ଓ ସମ୍ପତ୍ତି ଅଧିକାର କରାଯାଏ I ଅନ୍ୟଏକ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ଉଦ୍ଧାର କରିବେ” (ଦେଖ: [[rc://*/ta/man/translate/figs-metaphor]])