or_tn/heb/01/08.md

1.4 KiB

General Information:

ଏହି ଶାସ୍ତ୍ରୀୟ ଉଦ୍ଧୃତ ବାକ୍ୟ ଗୀତସଂହିତାରୁ ଆସିଅଛି I

But to the Son he says

କିନ୍ତି ଈଶ୍ବର ଏହାକୁ ତାହାଙ୍କ ପୁତ୍ରଙ୍କ ନିମନ୍ତେ କହନ୍ତି

Son

ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

Your throne, God, is forever and ever

ପୁତ୍ରଙ୍କର ସିଂହାସନ ତାହାଙ୍କ ଶାସନର ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦ: “ତୁମ୍ଭେ ଈଶ୍ବର ଅଟ, ଏବଂ ତୁମ୍ଭର ରାଜତ୍ବ ଅନନ୍ତକାଳ ସ୍ଥାୟୀ ଅଟେ” (ଦେଖ: rc://*/ta/man/translate/figs-metonymy)

The scepter of your kingdom is the scepter of justice

ଏଠାରେ “ରାଜାଦଣ୍ଡ” ପୁତ୍ରଙ୍କର ଶାସନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତୁମ୍ଭେ ନ୍ୟାୟରେ ଆପଣା ରାଜ୍ୟର ଲୋକମାନଙ୍କ ଉପରେ ଶାସନ କରିବ” (ଦେଖ: rc://*/ta/man/translate/figs-metonymy)