or_tn/heb/01/08.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ଶାସ୍ତ୍ରୀୟ ଉଦ୍ଧୃତ ବାକ୍ୟ ଗୀତସଂହିତାରୁ ଆସିଅଛି I
# But to the Son he says
କିନ୍ତି ଈଶ୍ବର ଏହାକୁ ତାହାଙ୍କ ପୁତ୍ରଙ୍କ ନିମନ୍ତେ କହନ୍ତି
# Son
ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# Your throne, God, is forever and ever
ପୁତ୍ରଙ୍କର ସିଂହାସନ ତାହାଙ୍କ ଶାସନର ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦ: “ତୁମ୍ଭେ ଈଶ୍ବର ଅଟ, ଏବଂ ତୁମ୍ଭର ରାଜତ୍ବ ଅନନ୍ତକାଳ ସ୍ଥାୟୀ ଅଟେ” (ଦେଖ: [[rc://*/ta/man/translate/figs-metonymy]])
# The scepter of your kingdom is the scepter of justice
ଏଠାରେ “ରାଜାଦଣ୍ଡ” ପୁତ୍ରଙ୍କର ଶାସନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତୁମ୍ଭେ ନ୍ୟାୟରେ ଆପଣା ରାଜ୍ୟର ଲୋକମାନଙ୍କ ଉପରେ ଶାସନ କରିବ” (ଦେଖ: [[rc://*/ta/man/translate/figs-metonymy]])