or_tn/gal/06/12.md

1.5 KiB

make a good impression

ଅନ୍ୟମାନଙ୍କୁ ଭଲଭାବରେ ସେମାନଙ୍କ ବିଷୟରେ ଭାବିବାକୁ ଦିଅ ""ଅନ୍ୟମାନଙ୍କୁ ଏହା ଭାବିବା ନିମନ୍ତେ ଉତ୍ସାହିତ କର ଯେ ସେମାନେ ଭଲ ଲୋକ ଅଟନ୍ତି”

in the flesh

ଦୃଶ୍ୟ ସାକ୍ଷ୍ୟ ସହିତ କିମ୍ବା ""ସେମାନଙ୍କ ନିଜ ଚେଷ୍ଟା ଦ୍ବାରା’’

to compel

ବାଧ୍ୟ କରିବାକୁ କିମ୍ବା ""ଦୃଢ଼ତାରେ ପ୍ରଭାବିତ ହେବା ନିମନ୍ତେ’’

only to avoid being persecuted for the cross of Christ

ତେଣୁ ଯିହୁଦୀମାନେ ଏହା ଦାବିକରି ସେମାନଙ୍କୁ ତାଡନା କରିବେ ନାହି ଯେ ଖ୍ରୀଷ୍ଟଙ୍କ କ୍ରୁଶ ହିଁ କେବେଳ ଲୋକମାନଙ୍କୁ ରକ୍ଷା କରିବ

the cross

ଏଠାରେ କ୍ରୁଶ ଉଲ୍ଲେଖ କରେ ଯାହା ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁବରଣ କରି ଆମମାନଙ୍କୁ ଦେଖାଇ ଅଛନ୍ତି | ଅନ୍ୟ ଏକ ଅନୁବାଦରେ: “ଯୀଶୁ କ୍ରୁଶ ଉପରେ ଯେଉଁ କାର୍ଯ୍ୟ କଲେ” କିମ୍ବା “ଯୀଶୁଙ୍କ ମୃତ୍ୟୁ ଏବଂ ପୁନରୁଥାନ” (ଦେଖ: rc://*/ta/man/translate/figs-metonymy)