# make a good impression ଅନ୍ୟମାନଙ୍କୁ ଭଲଭାବରେ ସେମାନଙ୍କ ବିଷୟରେ ଭାବିବାକୁ ଦିଅ ""ଅନ୍ୟମାନଙ୍କୁ ଏହା ଭାବିବା ନିମନ୍ତେ ଉତ୍ସାହିତ କର ଯେ ସେମାନେ ଭଲ ଲୋକ ଅଟନ୍ତି” # in the flesh ଦୃଶ୍ୟ ସାକ୍ଷ୍ୟ ସହିତ କିମ୍ବା ""ସେମାନଙ୍କ ନିଜ ଚେଷ୍ଟା ଦ୍ବାରା’’ # to compel ବାଧ୍ୟ କରିବାକୁ କିମ୍ବା ""ଦୃଢ଼ତାରେ ପ୍ରଭାବିତ ହେବା ନିମନ୍ତେ’’ # only to avoid being persecuted for the cross of Christ ତେଣୁ ଯିହୁଦୀମାନେ ଏହା ଦାବିକରି ସେମାନଙ୍କୁ ତାଡନା କରିବେ ନାହି ଯେ ଖ୍ରୀଷ୍ଟଙ୍କ କ୍ରୁଶ ହିଁ କେବେଳ ଲୋକମାନଙ୍କୁ ରକ୍ଷା କରିବ # the cross ଏଠାରେ କ୍ରୁଶ ଉଲ୍ଲେଖ କରେ ଯାହା ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁବରଣ କରି ଆମମାନଙ୍କୁ ଦେଖାଇ ଅଛନ୍ତି | ଅନ୍ୟ ଏକ ଅନୁବାଦରେ: “ଯୀଶୁ କ୍ରୁଶ ଉପରେ ଯେଉଁ କାର୍ଯ୍ୟ କଲେ” କିମ୍ବା “ଯୀଶୁଙ୍କ ମୃତ୍ୟୁ ଏବଂ ପୁନରୁଥାନ” (ଦେଖ: [[rc://*/ta/man/translate/figs-metonymy]])