or_tn/gal/06/07.md

8 lines
1.3 KiB
Markdown

# for whatever a man plants, that he will also gather in
ରୋପଣ ଶଦ୍ଦ ସେହି ବାକ୍ୟକୁ ଦର୍ଶାଏ ଯାହକିଛି ଫଳର ପରିଣାମ ଦେଇଥାଏ, ଏବଂ ଏକାଠି କରିବା ଶଦ୍ଦ ସେହି ବାକ୍ୟକୁ ବୁଝାଏ ଯାହା ଜଣେ ଅନୁଭବ କରିଅଛି ତାହାର ପରିଣାମ । ଅନ୍ୟ ଏକ ଅନୁବାଦରେ: ""କେବଳ ଜଣେ କୃଷକ ନିମନ୍ତେ, ଯେଉଁ ପ୍ରକାରର ବିଜ ସେ ରୋପଣ କରନ୍ତି ସେହି ଫଳକୁ ଏକତ୍ର କରେ, ତେଣୁ ପ୍ରତେକ ବ୍ୟକ୍ତି ଯାହାକିଛି କରନ୍ତି ତାହାର ପରିମାଣ ଭୋଗ କରନ୍ତି’’ (ଦେଖ: [[rc://*/ta/man/translate/figs-metaphor]])
# whatever a man plants
ଏଠାରେ ପାଉଲ ପୁରୁଷମାନଙ୍କୁ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରୁନାହାନ୍ତି । ଅନ୍ୟ ଏକ ଅନୁବାଦରେ: ""ଯେଉଁ ବ୍ୟକ୍ତି ଚାରା ରୋପଣ କରେ’’ କିମ୍ବା ""କେହି ଜଣେ ଚାରା ଲଗାଏ’’ (ଦେଖ: [[rc://*/ta/man/translate/figs-gendernotations]])