or_tn/gal/06/07.md

1.3 KiB

for whatever a man plants, that he will also gather in

ରୋପଣ ଶଦ୍ଦ ସେହି ବାକ୍ୟକୁ ଦର୍ଶାଏ ଯାହକିଛି ଫଳର ପରିଣାମ ଦେଇଥାଏ, ଏବଂ ଏକାଠି କରିବା ଶଦ୍ଦ ସେହି ବାକ୍ୟକୁ ବୁଝାଏ ଯାହା ଜଣେ ଅନୁଭବ କରିଅଛି ତାହାର ପରିଣାମ । ଅନ୍ୟ ଏକ ଅନୁବାଦରେ: ""କେବଳ ଜଣେ କୃଷକ ନିମନ୍ତେ, ଯେଉଁ ପ୍ରକାରର ବିଜ ସେ ରୋପଣ କରନ୍ତି ସେହି ଫଳକୁ ଏକତ୍ର କରେ, ତେଣୁ ପ୍ରତେକ ବ୍ୟକ୍ତି ଯାହାକିଛି କରନ୍ତି ତାହାର ପରିମାଣ ଭୋଗ କରନ୍ତି’’ (ଦେଖ: rc://*/ta/man/translate/figs-metaphor)

whatever a man plants

ଏଠାରେ ପାଉଲ ପୁରୁଷମାନଙ୍କୁ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରୁନାହାନ୍ତି । ଅନ୍ୟ ଏକ ଅନୁବାଦରେ: ""ଯେଉଁ ବ୍ୟକ୍ତି ଚାରା ରୋପଣ କରେ’’ କିମ୍ବା ""କେହି ଜଣେ ଚାରା ଲଗାଏ’’ (ଦେଖ: rc://*/ta/man/translate/figs-gendernotations)