or_tn/gal/04/03.md

16 lines
2.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏଠାରେ “ଆମ୍ଭେମାନେ” ଶବ୍ଦ ପାଉଲଙ୍କ ପାଠକମାନଙ୍କ ସହିତ ସବୁ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ । (ଦେଖ: [[rc://*/ta/man/translate/figs-inclusive]])
# when we were children
ଏଠାରେ “ପିଲାମାନେ” ଆତ୍ମିକ ରୂପରେ ଅପରିପକ୍ୱତା ହେବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭେମାନେ ସନ୍ତାନଗଣଙ୍କ ସଦୃଶ ଥିଲୁ” (ଦେଖ: [[rc://*/ta/man/translate/figs-metaphor]])
# we were enslaved to the elemental principles of the world
ଏଠାରେ “କୁହାଯାଇପାରିବ ଦାସ” ଏକ ରୂପକ ଅଟେ ଯାହା କାହାକୁ କିଛି କରିବାର ବନ୍ଦ କରିବାକୁ ଅସମର୍ଥ ଅଟନ୍ତି । ଏହାକୁ ଏକ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଜଗତର ମୌଳିକ ସିଦ୍ଧାନ୍ତଗୁଡିକ ଆମମାନଙ୍କୁ ନିୟତ୍ରଣ କଲା” କିମ୍ବା “ଆମମାନଙ୍କୁ ଜଗତର ମୌଳିକ ସିଦ୍ଧାନ୍ତକୁ ପାଳନ କଲୁ ଯେପରି ଆମ୍ଭେମାନେ ଦାସ ଥିଲୁ” (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-activepassive]])
# the elemental principles of the world
ସମ୍ଭାବିତ ଅର୍ଥଗୁଡିକ ୧) ଏହା ଜଗତର ବ୍ୟବସ୍ଥା ଓ ନୈତିକ ସିଦ୍ଧାନ୍ତକୁ ବୁଝାଏ, କିମ୍ବା ) ଏହା ଆତ୍ମିକ ଶକ୍ତିଗୁଡିକୁ ବୁଝାଏ, ଯାହାକୁ କିଛି ଲୋକମାନେ ପୃଥିବୀ ଉପରେ କଅଣ ସବୁ ଘଟେ ତାହାକୁ ନିୟତ୍ରଣ କରିବା ମନେ କଲେ |