# General Information: ଏଠାରେ “ଆମ୍ଭେମାନେ” ଶବ୍ଦ ପାଉଲଙ୍କ ପାଠକମାନଙ୍କ ସହିତ ସବୁ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ । (ଦେଖ: [[rc://*/ta/man/translate/figs-inclusive]]) # when we were children ଏଠାରେ “ପିଲାମାନେ” ଆତ୍ମିକ ରୂପରେ ଅପରିପକ୍ୱତା ହେବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭେମାନେ ସନ୍ତାନଗଣଙ୍କ ସଦୃଶ ଥିଲୁ” (ଦେଖ: [[rc://*/ta/man/translate/figs-metaphor]]) # we were enslaved to the elemental principles of the world ଏଠାରେ “କୁହାଯାଇପାରିବ ଦାସ” ଏକ ରୂପକ ଅଟେ ଯାହା କାହାକୁ କିଛି କରିବାର ବନ୍ଦ କରିବାକୁ ଅସମର୍ଥ ଅଟନ୍ତି । ଏହାକୁ ଏକ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଜଗତର ମୌଳିକ ସିଦ୍ଧାନ୍ତଗୁଡିକ ଆମମାନଙ୍କୁ ନିୟତ୍ରଣ କଲା” କିମ୍ବା “ଆମମାନଙ୍କୁ ଜଗତର ମୌଳିକ ସିଦ୍ଧାନ୍ତକୁ ପାଳନ କଲୁ ଯେପରି ଆମ୍ଭେମାନେ ଦାସ ଥିଲୁ” (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-activepassive]]) # the elemental principles of the world ସମ୍ଭାବିତ ଅର୍ଥଗୁଡିକ ୧) ଏହା ଜଗତର ବ୍ୟବସ୍ଥା ଓ ନୈତିକ ସିଦ୍ଧାନ୍ତକୁ ବୁଝାଏ, କିମ୍ବା ୨) ଏହା ଆତ୍ମିକ ଶକ୍ତିଗୁଡିକୁ ବୁଝାଏ, ଯାହାକୁ କିଛି ଲୋକମାନେ ପୃଥିବୀ ଉପରେ କଅଣ ସବୁ ଘଟେ ତାହାକୁ ନିୟତ୍ରଣ କରିବା ମନେ କଲେ |