or_tn/gal/04/01.md

631 B

Connecting Statement:

ପାଉଲ ଗାଲାତୀୟ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇବା ଜାରି ରଖିଛନ୍ତି ଯେ ଖ୍ରୀଷ୍ଟ ସେହି ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆସିଥିଲେ ଯେଉଁମାନେ ବ୍ୟବସ୍ଥା ଅଧିନରେ ଥିଲେ, ଏବଂ ସେମାନଙ୍କୁ ଆଉ ଦାସ ନୁହେଁ କିନ୍ତୁ ପୁତ୍ରତ୍ବର ଅଧିକାର ଦେଲେ ।

no different from

ଯେପରି ସମାନଭାବେ