# Connecting Statement: ପାଉଲ ଗାଲାତୀୟ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇବା ଜାରି ରଖିଛନ୍ତି ଯେ ଖ୍ରୀଷ୍ଟ ସେହି ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆସିଥିଲେ ଯେଉଁମାନେ ବ୍ୟବସ୍ଥା ଅଧିନରେ ଥିଲେ, ଏବଂ ସେମାନଙ୍କୁ ଆଉ ଦାସ ନୁହେଁ କିନ୍ତୁ ପୁତ୍ରତ୍ବର ଅଧିକାର ଦେଲେ । # no different from ଯେପରି ସମାନଭାବେ