or_tn/gal/03/27.md

1.0 KiB
Raw Permalink Blame History

For as many of you who were baptized into Christ

ତୁମ ସମସ୍ତଙ୍କ ନିମନ୍ତେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହୋଇଥିଲେ

have clothed yourselves with Christ

ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂପକର ଅର୍ଥ ଯାହା ସେମାନେ ଖ୍ରୀଷ୍ଟଙ୍କଠାରେ ଏକତ୍ରିତ ହେଲେ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସହିତ ଏକତ୍ରିତ ହେଲେ” କିମ୍ବା “ଖ୍ରୀଷ୍ଟଙ୍କର ହେଲେ” କିମ୍ବା ) ଏହା ଏକ ରୂପକର ଅର୍ଥ ଅଟେ ଯେ ସେମାନେ ଖ୍ରୀଷ୍ଟଙ୍କ ସଦୃଶ ହୋଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସଦୃଶ ହୋଇଛନ୍ତି” (ଦେଖ: rc://*/ta/man/translate/figs-metaphor)