or_tn/gal/03/27.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# For as many of you who were baptized into Christ
ତୁମ ସମସ୍ତଙ୍କ ନିମନ୍ତେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହୋଇଥିଲେ
# have clothed yourselves with Christ
ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂପକର ଅର୍ଥ ଯାହା ସେମାନେ ଖ୍ରୀଷ୍ଟଙ୍କଠାରେ ଏକତ୍ରିତ ହେଲେ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସହିତ ଏକତ୍ରିତ ହେଲେ” କିମ୍ବା “ଖ୍ରୀଷ୍ଟଙ୍କର ହେଲେ” କିମ୍ବା ) ଏହା ଏକ ରୂପକର ଅର୍ଥ ଅଟେ ଯେ ସେମାନେ ଖ୍ରୀଷ୍ଟଙ୍କ ସଦୃଶ ହୋଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସଦୃଶ ହୋଇଛନ୍ତି” (ଦେଖ: [[rc://*/ta/man/translate/figs-metaphor]])