or_tn/gal/03/21.md

1.3 KiB

General Information:

ଏହି ଭାଗରେ “ଆମମନଙ୍କୁ” ଶବ୍ଦ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ । (ଦେଖ: rc://*/ta/man/translate/figs-inclusive)

against the promises

ପ୍ରତିଜ୍ଞାକୁ ବିରୋଧ କଲେ କିମ୍ବା “ପ୍ରତିଜ୍ଞାର ସହିତ ବିରୋଧ କଲେ”

if a law had been given that could give life

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇ ପାରିବ, ଏବଂ ଭାବନାତ୍ମକ ବିଶେଷ “ଜୀବନ”ର କ୍ରିୟାରୁପ “ଜୀବନ” ସହିତ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି ଈଶ୍ବର ଏକ ବ୍ୟବସ୍ଥା ଦେଇଛନ୍ତି ଯାହା ଏହାକୁ ପାଳନ କରିବା ନିମନ୍ତେ ସକ୍ଷମ କରେ” (ଦେଖ: [[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-abstractnouns]])

righteousness would certainly have come by the law

ଆମ୍ଭେମାନେ ସେହି ବ୍ୟବସ୍ଥା ପାଳନ କରି ଧାର୍ମିକ ହୋଇ ପାରିବା