# General Information: ଏହି ଭାଗରେ “ଆମମନଙ୍କୁ” ଶବ୍ଦ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ । (ଦେଖ: [[rc://*/ta/man/translate/figs-inclusive]]) # against the promises ପ୍ରତିଜ୍ଞାକୁ ବିରୋଧ କଲେ କିମ୍ବା “ପ୍ରତିଜ୍ଞାର ସହିତ ବିରୋଧ କଲେ” # if a law had been given that could give life ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇ ପାରିବ, ଏବଂ ଭାବନାତ୍ମକ ବିଶେଷ “ଜୀବନ”ର କ୍ରିୟାରୁପ “ଜୀବନ” ସହିତ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି ଈଶ୍ବର ଏକ ବ୍ୟବସ୍ଥା ଦେଇଛନ୍ତି ଯାହା ଏହାକୁ ପାଳନ କରିବା ନିମନ୍ତେ ସକ୍ଷମ କରେ” (ଦେଖ: [[rc://*/ta/man/translate/figs-activepassive]] ଏବଂ [[rc://*/ta/man/translate/figs-abstractnouns]]) # righteousness would certainly have come by the law ଆମ୍ଭେମାନେ ସେହି ବ୍ୟବସ୍ଥା ପାଳନ କରି ଧାର୍ମିକ ହୋଇ ପାରିବା