or_tn/gal/03/14.md

12 lines
815 B
Markdown

# so that the blessing of Abraham might come
କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଏକ ଅଭିଶପ୍ତ ହେଲେ, ଅବ୍ରାହାମଙ୍କ ଆର୍ଶିବାଦ ଆସିବ
# so that by faith we might receive
କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଏକ ଅଭିଶପ୍ତ ହେଲେ, ବିଶ୍ବାସ ଦ୍ବାରା ଆମେ ପ୍ରାପ୍ତ କରିବା
# we
“ଆମ୍ଭେମାନେ” ଶବ୍ଦ ସେହି ଲୋକମାନଙ୍କୁ ସମ୍ପୃକ୍ତ କରେ ଯେଉମାନେ ପତ୍ରକୁ ପଢନ୍ତି ଏବଂ ତେଣୁ ସମ୍ପୃକ୍ତ ଅଟନ୍ତି । (ଦେଖ: [[rc://*/ta/man/translate/figs-inclusive]])