# so that the blessing of Abraham might come କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଏକ ଅଭିଶପ୍ତ ହେଲେ, ଅବ୍ରାହାମଙ୍କ ଆର୍ଶିବାଦ ଆସିବ # so that by faith we might receive କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଏକ ଅଭିଶପ୍ତ ହେଲେ, ବିଶ୍ବାସ ଦ୍ବାରା ଆମେ ପ୍ରାପ୍ତ କରିବା # we “ଆମ୍ଭେମାନେ” ଶବ୍ଦ ସେହି ଲୋକମାନଙ୍କୁ ସମ୍ପୃକ୍ତ କରେ ଯେଉମାନେ ପତ୍ରକୁ ପଢନ୍ତି ଏବଂ ତେଣୁ ସମ୍ପୃକ୍ତ ଅଟନ୍ତି । (ଦେଖ: [[rc://*/ta/man/translate/figs-inclusive]])