or_tn/gal/03/02.md

1.6 KiB

This is the only thing I want to learn from you

ଏହା ୧ପଦରୁ ବ୍ୟଙ୍ଗୋକ୍ତିକୁ ଜାରି ରଖେ । ପାଉଲ ସେହି ଅଳଙ୍କାରିକ ପ୍ରଶ୍ନର ଉତ୍ତର ଜାଣନ୍ତି ଯାହା ସେ ପଚାରିବାକୁ ଚାହୁଁଛନ୍ତି । (ଦେଖ: rc://*/ta/man/translate/figs-irony)

Did you receive the Spirit by the works of the law or by believing what you heard?

ଯଦି ତୁମେ ପାରିବ ତେବେ ଏକ ପ୍ରଶ୍ନ ରୂପରେ ଏହି ଅଳଙ୍କାରିକ ପ୍ରଶ୍ନର ଅନୁବାଦ କର, କାରଣ ପାଠକମାନେ ଏଠାରେ ଏକ ପ୍ରଶ୍ନର ଆଶା କରିପାରନ୍ତି । ଆହୁରି ମଧ୍ୟ, ନିଶ୍ଚିତ କର ଯେ ପାଠକମାନେ ପ୍ରଶ୍ନର ଉତ୍ତର ଜାଣନ୍ତି “ଯାହା ତୁମେମାନେ ଶୁଣିଅଛ ସେଥିରେ ବିଶ୍ବାସ କରିବା ଦ୍ବାରା,” “ଯାହା ବ୍ୟବସ୍ଥା କହେ ତାହା ବିଶ୍ବାସ କରିବା ଦ୍ବାରା” ନୁହେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ପବିତ୍ର ଆତ୍ମା ଗ୍ରହଣ କରିଅଛ, ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ଦ୍ବାରା ନୁହେଁ, କିନ୍ତୁ ବିଶ୍ବାସ ଦ୍ବାରା ତୁମ୍ଭେମାନେ ଯାହା ଶୁଣିଅଛ ।” (ଦେଖ: rc://*/ta/man/translate/figs-rquestion)