8 lines
1.6 KiB
Markdown
8 lines
1.6 KiB
Markdown
|
# This is the only thing I want to learn from you
|
||
|
|
||
|
ଏହା ୧ପଦରୁ ବ୍ୟଙ୍ଗୋକ୍ତିକୁ ଜାରି ରଖେ । ପାଉଲ ସେହି ଅଳଙ୍କାରିକ ପ୍ରଶ୍ନର ଉତ୍ତର ଜାଣନ୍ତି ଯାହା ସେ ପଚାରିବାକୁ ଚାହୁଁଛନ୍ତି । (ଦେଖ: [[rc://*/ta/man/translate/figs-irony]])
|
||
|
|
||
|
# Did you receive the Spirit by the works of the law or by believing what you heard?
|
||
|
|
||
|
ଯଦି ତୁମେ ପାରିବ ତେବେ ଏକ ପ୍ରଶ୍ନ ରୂପରେ ଏହି ଅଳଙ୍କାରିକ ପ୍ରଶ୍ନର ଅନୁବାଦ କର, କାରଣ ପାଠକମାନେ ଏଠାରେ ଏକ ପ୍ରଶ୍ନର ଆଶା କରିପାରନ୍ତି । ଆହୁରି ମଧ୍ୟ, ନିଶ୍ଚିତ କର ଯେ ପାଠକମାନେ ପ୍ରଶ୍ନର ଉତ୍ତର ଜାଣନ୍ତି “ଯାହା ତୁମେମାନେ ଶୁଣିଅଛ ସେଥିରେ ବିଶ୍ବାସ କରିବା ଦ୍ବାରା,” “ଯାହା ବ୍ୟବସ୍ଥା କହେ ତାହା ବିଶ୍ବାସ କରିବା ଦ୍ବାରା” ନୁହେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ପବିତ୍ର ଆତ୍ମା ଗ୍ରହଣ କରିଅଛ, ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ଦ୍ବାରା ନୁହେଁ, କିନ୍ତୁ ବିଶ୍ବାସ ଦ୍ବାରା ତୁମ୍ଭେମାନେ ଯାହା ଶୁଣିଅଛ ।” (ଦେଖ: [[rc://*/ta/man/translate/figs-rquestion]])
|