or_tn/gal/02/21.md

16 lines
1.2 KiB
Markdown

# I do not set aside
ପାଉଲ ସାକରାତ୍ମକକୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ନକାରାତ୍ମକ ଉକ୍ତି କହନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ମୁଲ୍ୟାଙ୍କନ କରେ” (ଦେଖ: [[rc://*/ta/man/translate/figs-litotes]])
# if righteousness could be gained through the law, then Christ died for nothing
ପାଉଲ ଏପରି ଏକ ପରିସ୍ଥିତି ବିଷୟରେ ବର୍ଣ୍ଣନା କରୁଛନ୍ତି ଯାହା କେବେ ହେଁ ନଥିଲା । (ଦେଖ: [[rc://*/ta/man/translate/figs-hypo]])
# if righteousness could be gained through the law
ଯଦି ଲୋକମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧାର୍ମିକ ହୋଇ ପାଇଥାନ୍ତେ
# then Christ died for nothing
ତେବେ ଖ୍ରୀଷ୍ଟ ମତ୍ୟୁଭୋଗ କରିବା ଦ୍ବାରା କିଛି ପ୍ରାପ୍ତ ହୋଇ ନଥାନ୍ତା ବା କିଛି ଲାଭ ଦାୟକ ହୋଇନଥାନ୍ତା