or_tn/gal/02/21.md

1.2 KiB

I do not set aside

ପାଉଲ ସାକରାତ୍ମକକୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ନକାରାତ୍ମକ ଉକ୍ତି କହନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ମୁଲ୍ୟାଙ୍କନ କରେ” (ଦେଖ: rc://*/ta/man/translate/figs-litotes)

if righteousness could be gained through the law, then Christ died for nothing

ପାଉଲ ଏପରି ଏକ ପରିସ୍ଥିତି ବିଷୟରେ ବର୍ଣ୍ଣନା କରୁଛନ୍ତି ଯାହା କେବେ ହେଁ ନଥିଲା । (ଦେଖ: rc://*/ta/man/translate/figs-hypo)

if righteousness could be gained through the law

ଯଦି ଲୋକମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧାର୍ମିକ ହୋଇ ପାଇଥାନ୍ତେ

then Christ died for nothing

ତେବେ ଖ୍ରୀଷ୍ଟ ମତ୍ୟୁଭୋଗ କରିବା ଦ୍ବାରା କିଛି ପ୍ରାପ୍ତ ହୋଇ ନଥାନ୍ତା ବା କିଛି ଲାଭ ଦାୟକ ହୋଇନଥାନ୍ତା