or_tn/gal/02/16.md

12 lines
815 B
Markdown

# We also came to faith in Christ Jesus
ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ବାସ କରୁଛୁ
# we
ଏହା ସମ୍ଭବତଃ ପାଉଲ ଏବଂ ଅନ୍ୟମାନଙ୍କୁ ବୁଝାଏ କିନ୍ତୁ ଗାଲାତୀୟମାନଙ୍କୁ ନୁହେଁ, ଯେଉଁମାନେ ପ୍ରଥମରେ ବିଜାତିମାନେ ଥିଲେ । (ଦେଖ: [[rc://*/ta/man/translate/figs-exclusive]])
# no flesh
“ଶରୀର” ଶବ୍ଦ ସମ୍ପୁର୍ଣ୍ଣ ବ୍ୟକ୍ତି ନିମନ୍ତେ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ବ୍ୟକ୍ତି ନୁହେଁ” (ଦେଖ: [[rc://*/ta/man/translate/figs-synecdoche]])