or_tn/gal/02/16.md

815 B

We also came to faith in Christ Jesus

ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ବାସ କରୁଛୁ

we

ଏହା ସମ୍ଭବତଃ ପାଉଲ ଏବଂ ଅନ୍ୟମାନଙ୍କୁ ବୁଝାଏ କିନ୍ତୁ ଗାଲାତୀୟମାନଙ୍କୁ ନୁହେଁ, ଯେଉଁମାନେ ପ୍ରଥମରେ ବିଜାତିମାନେ ଥିଲେ । (ଦେଖ: rc://*/ta/man/translate/figs-exclusive)

no flesh

“ଶରୀର” ଶବ୍ଦ ସମ୍ପୁର୍ଣ୍ଣ ବ୍ୟକ୍ତି ନିମନ୍ତେ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ବ୍ୟକ୍ତି ନୁହେଁ” (ଦେଖ: rc://*/ta/man/translate/figs-synecdoche)