or_tn/gal/02/09.md

1.8 KiB

built up the church

ସେମାନେ ମନୁଷ୍ୟ ଥିଲେ ଯେଉଁମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେଲେ ଏବଂ ଲୋକମାନଙ୍କୁ ଯୀଶୁଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଜ୍ଞାତ କରାଉଥିଲେ । (ଦେଖ: rc://*/ta/man/translate/figs-metaphor)

understood the grace that had been given to me

ଭାବନାତ୍ମକ ବିଶେଷ “ଅନୁଗ୍ରହ” କ୍ରିୟାବାଚ୍ୟ ଆକାରରେ “ଦୟାଳୁ ହୁଅ” ଭାବେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋ ପ୍ରତି ଦୟାଳୁ ଥିଲେ ତାହା ମୁଁ ବୁଝିଥିଲି” (ଦେଖ: rc://*/ta/man/translate/figs-abstractnouns)

the grace that had been given to me

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେହି ଅନୁଗ୍ରହ ଯାହା ଈଶ୍ବର ମୋତେ ଦେଇଥିଲେ” (ଦେଖ: rc://*/ta/man/translate/figs-activepassive)

gave ... the right hand of fellowship

ଡାହାଣ ହାତକୁ ଧରିବା ଏବଂ ହଲାଇବା ସହଭାଗିତାର ଏକ ପ୍ରତୀକ ଅଟେ । ଅନ୍ୟ ଏକ ଅନୁବାଦରେ: “ସ୍ବାଗତ କରିବା ... ସହକର୍ମି ଭାବରେ” କିମ୍ବା “ସ୍ବାଗତ କରିବା ... ସମ୍ମାନର ସହିତ” (ଦେଖ: rc://*/ta/man/translate/translate-symaction)

the right hand

ସେମାନଙ୍କ ଡାହାଣ ହାତ