or_tn/gal/02/09.md

20 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# built up the church
ସେମାନେ ମନୁଷ୍ୟ ଥିଲେ ଯେଉଁମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେଲେ ଏବଂ ଲୋକମାନଙ୍କୁ ଯୀଶୁଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଜ୍ଞାତ କରାଉଥିଲେ । (ଦେଖ: [[rc://*/ta/man/translate/figs-metaphor]])
# understood the grace that had been given to me
ଭାବନାତ୍ମକ ବିଶେଷ “ଅନୁଗ୍ରହ” କ୍ରିୟାବାଚ୍ୟ ଆକାରରେ “ଦୟାଳୁ ହୁଅ” ଭାବେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋ ପ୍ରତି ଦୟାଳୁ ଥିଲେ ତାହା ମୁଁ ବୁଝିଥିଲି” (ଦେଖ: [[rc://*/ta/man/translate/figs-abstractnouns]])
# the grace that had been given to me
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେହି ଅନୁଗ୍ରହ ଯାହା ଈଶ୍ବର ମୋତେ ଦେଇଥିଲେ” (ଦେଖ: [[rc://*/ta/man/translate/figs-activepassive]])
# gave ... the right hand of fellowship
ଡାହାଣ ହାତକୁ ଧରିବା ଏବଂ ହଲାଇବା ସହଭାଗିତାର ଏକ ପ୍ରତୀକ ଅଟେ । ଅନ୍ୟ ଏକ ଅନୁବାଦରେ: “ସ୍ବାଗତ କରିବା ... ସହକର୍ମି ଭାବରେ” କିମ୍ବା “ସ୍ବାଗତ କରିବା ... ସମ୍ମାନର ସହିତ” (ଦେଖ: [[rc://*/ta/man/translate/translate-symaction]])
# the right hand
ସେମାନଙ୍କ ଡାହାଣ ହାତ