or_tn/gal/02/04.md

1.6 KiB

The false brothers came in secretly

ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରୁଥିଲେ ସେମାନେ ମଣ୍ଡଳୀ ମଧ୍ୟକୁ ଆସିଲେ, ବା “ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରନ୍ତି ଆମମାନଙ୍କ ମଧ୍ୟକୁ ଆସିଲେ”

spy on the liberty

ଅତି ଯତ୍ନ ସହକାରେ ଲୋକମାନଙ୍କୁ ନିରିକ୍ଷଣ କର ଯେ ସେମାନେ ସ୍ବଧିନତାରେ କିପରି ରହନ୍ତି

liberty

ସ୍ବାଧିନତା

to make us slaves

ଆମକୁ ବ୍ୟବସ୍ଥାର ଦାସ କରିବାକୁ । ପାଉଲ ଯିହୁଦୀମାନଙ୍କର ବିଦ୍ଧି ବିଧାନକୁ ପାଳନ କରିବାର ଇଚ୍ଛା ବିରୁଦ୍ଧରେ କହୁଛନ୍ତି ଯାହା ବ୍ୟବସ୍ଥା ଆଜ୍ଞା ଦେଇଥିଲା । ସେ ଏହି ବିଷୟରେ ଏମିତି କହୁଛନ୍ତି ଯେପରି ଏହା ଦାସତ୍ବରେ ଥିଲେ । ସୁନ୍ନତ ହେବା ଅଧିକ ଗୁରୁତ୍ବପୁର୍ଣ୍ଣ ବିଦ୍ଧି ଥିଲା । ଅନ୍ୟ ଏକ ଅନୁବାଦରେ: “ଆମକୁ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା” (ଦେଖ: [[rc:///ta/man/translate/figs-explicit]] ଏବଂ [[rc:///ta/man/translate/figs-metaphor]])