or_tn/gal/02/04.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# The false brothers came in secretly
ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରୁଥିଲେ ସେମାନେ ମଣ୍ଡଳୀ ମଧ୍ୟକୁ ଆସିଲେ, ବା “ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରନ୍ତି ଆମମାନଙ୍କ ମଧ୍ୟକୁ ଆସିଲେ”
# spy on the liberty
ଅତି ଯତ୍ନ ସହକାରେ ଲୋକମାନଙ୍କୁ ନିରିକ୍ଷଣ କର ଯେ ସେମାନେ ସ୍ବଧିନତାରେ କିପରି ରହନ୍ତି
# liberty
ସ୍ବାଧିନତା
# to make us slaves
ଆମକୁ ବ୍ୟବସ୍ଥାର ଦାସ କରିବାକୁ । ପାଉଲ ଯିହୁଦୀମାନଙ୍କର ବିଦ୍ଧି ବିଧାନକୁ ପାଳନ କରିବାର ଇଚ୍ଛା ବିରୁଦ୍ଧରେ କହୁଛନ୍ତି ଯାହା ବ୍ୟବସ୍ଥା ଆଜ୍ଞା ଦେଇଥିଲା । ସେ ଏହି ବିଷୟରେ ଏମିତି କହୁଛନ୍ତି ଯେପରି ଏହା ଦାସତ୍ବରେ ଥିଲେ । ସୁନ୍ନତ ହେବା ଅଧିକ ଗୁରୁତ୍ବପୁର୍ଣ୍ଣ ବିଦ୍ଧି ଥିଲା । ଅନ୍ୟ ଏକ ଅନୁବାଦରେ: “ଆମକୁ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା” (ଦେଖ: [[rc://*/ta/man/translate/figs-explicit]] ଏବଂ [[rc://*/ta/man/translate/figs-metaphor]])