or_tn/gal/02/02.md

1.1 KiB

those who seemed to be important

ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ମହତ୍ୱପୁର୍ଣ୍ଣ ଅଧକ୍ଷଗଣ

I was not running—or had not run—in vain

ପାଉଲ କାର୍ଯ୍ୟ କରିବା ନିମନ୍ତେ ଏକ ରୂପକଭାବେ ଗମନ କରିବା ଶବ୍ଦକୁ ବ୍ୟବହାର କରୁଛନ୍ତି, ଏବଂ ସେ ଗୁରୁତ୍ବାରୋପ କରିବା ନିମନ୍ତେ ଦ୍ବି-ନକାରାତ୍ମକ ଶବ୍ଦର ବ୍ୟବହାର କରୁଛନ୍ତି ଯେ ସେ ଯେଉଁ କାର୍ଯ୍ୟ କରିଥିଲେ ତାହା ଲାଭଦାୟକ ଥିଲା । ଅନ୍ୟ ଏକ ଅନୁବାଦରେ: “ମୁଁ ଲାଭଦାୟକ କାର୍ଯ୍ୟ କରୁଥିଲି, ଓ କରିଥିଲି,” (ଦେଖ: [[rc:///ta/man/translate/figs-doublenegatives]] ଏବଂ [[rc:///ta/man/translate/figs-metaphor]])

in vain

ଲାଭ ନିମନ୍ତେ ନୁହେଁ ଓ “କିଛି ନୁହେଁ”