or_tn/gal/02/02.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# those who seemed to be important
ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ମହତ୍ୱପୁର୍ଣ୍ଣ ଅଧକ୍ଷଗଣ
# I was not running—or had not run—in vain
ପାଉଲ କାର୍ଯ୍ୟ କରିବା ନିମନ୍ତେ ଏକ ରୂପକଭାବେ ଗମନ କରିବା ଶବ୍ଦକୁ ବ୍ୟବହାର କରୁଛନ୍ତି, ଏବଂ ସେ ଗୁରୁତ୍ବାରୋପ କରିବା ନିମନ୍ତେ ଦ୍ବି-ନକାରାତ୍ମକ ଶବ୍ଦର ବ୍ୟବହାର କରୁଛନ୍ତି ଯେ ସେ ଯେଉଁ କାର୍ଯ୍ୟ କରିଥିଲେ ତାହା ଲାଭଦାୟକ ଥିଲା । ଅନ୍ୟ ଏକ ଅନୁବାଦରେ: “ମୁଁ ଲାଭଦାୟକ କାର୍ଯ୍ୟ କରୁଥିଲି, ଓ କରିଥିଲି,” (ଦେଖ: [[rc://*/ta/man/translate/figs-doublenegatives]] ଏବଂ [[rc://*/ta/man/translate/figs-metaphor]])
# in vain
ଲାଭ ନିମନ୍ତେ ନୁହେଁ ଓ “କିଛି ନୁହେଁ”