or_tn/gal/01/19.md

519 B

I saw none of the other apostles except James

ଏହା ଦ୍ବି-ନକାରାତ୍ମକ ଶଦ୍ଦ ଗୁରୁତ୍ବାରୋପ କରେ ଯେ ଯାକୁବ ଏକମାତ୍ର ପ୍ରେରିତ ଥିଲେ ଯାହାକୁ ପାଉଲ ଦେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ଏକମାତ୍ର ପ୍ରେରିତ ଯାକୁବଙ୍କୁ ମୁଁ ଦେଖିଥିଲି” (ଦେଖ: rc://*/ta/man/translate/figs-doublenegatives)