# I saw none of the other apostles except James ଏହା ଦ୍ବି-ନକାରାତ୍ମକ ଶଦ୍ଦ ଗୁରୁତ୍ବାରୋପ କରେ ଯେ ଯାକୁବ ଏକମାତ୍ର ପ୍ରେରିତ ଥିଲେ ଯାହାକୁ ପାଉଲ ଦେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ଏକମାତ୍ର ପ୍ରେରିତ ଯାକୁବଙ୍କୁ ମୁଁ ଦେଖିଥିଲି” (ଦେଖ: [[rc://*/ta/man/translate/figs-doublenegatives]])