or_tn/gal/01/14.md

581 B

I advanced

ଏହି ରୂପକ ପାଉଲ ତାହାଙ୍କ ସମ-ବୟସ୍କରେ ଜଣେ ଉପଯୁକ୍ତ ଯିହୁଦୀ ହେବା ନିମନ୍ତେ ସେମାନଙ୍କ ଲକ୍ଷରେ ଅନ୍ୟ ଯିହୁଦୀମାନଙ୍କଠାରୁ ଅଗ୍ରସର ହେବାକୁ ଚିତ୍ରଣ କରେ ।

those who were my own age

ଯେଉଁ ଯିହୁଦୀ ଲୋକମାନେ ମୋ ସଦୃଶ ସମାନ ବୟସର ଅଟନ୍ତି

my fathers

ମୋର ପୂର୍ବପୁରୁଷମାନେ