# I advanced ଏହି ରୂପକ ପାଉଲ ତାହାଙ୍କ ସମ-ବୟସ୍କରେ ଜଣେ ଉପଯୁକ୍ତ ଯିହୁଦୀ ହେବା ନିମନ୍ତେ ସେମାନଙ୍କ ଲକ୍ଷରେ ଅନ୍ୟ ଯିହୁଦୀମାନଙ୍କଠାରୁ ଅଗ୍ରସର ହେବାକୁ ଚିତ୍ରଣ କରେ । # those who were my own age ଯେଉଁ ଯିହୁଦୀ ଲୋକମାନେ ମୋ ସଦୃଶ ସମାନ ବୟସର ଅଟନ୍ତି # my fathers ମୋର ପୂର୍ବପୁରୁଷମାନେ