or_tn/gal/01/06.md

28 lines
2.5 KiB
Markdown

# Connecting Statement:
ପାଉଲ ଏହି ପତ୍ରକୁ ଲେଖିବା ନିମନ୍ତେ ତାହାଙ୍କର କାରଣ ଦର୍ଶାନ୍ତି: ସେ ସେମାନଙ୍କୁ ସୁସମାଚାରକୁ ବୁଝି ଚାଲୁରଖିବା ନିମନ୍ତେ ସ୍ମରଣ କରାଇ ଦେଉଛନ୍ତି ।
# I am amazed
ମୁଁ ଚମତ୍କୃତ ଅଟେ ଓ “ମୁଁ ବିସ୍ମିତ ଅଟେ.” ପାଉଲ ନିରାଶ ଥିଲେ ଯେ ସେମାନେ ଏପରି କରୁଥିଲେ ।
# you are turning away so quickly from him
ଏଠାରେ “ଦୁରେଇ ଯିବା...ତାହାଙ୍କ ଠାରୁ” ସନ୍ଦେହ କରିବା ଆରମ୍ଭ କଲେ କିମ୍ବା ଈଶ୍ବରଙ୍କ ଉପରେ ଅଧିକ ସମୟ ଭରଷା କରୁ ନଥିବା ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତାହାଙ୍କୁ ଏତେ ଶୀଘ୍ର ସନ୍ଦେହ କରିବା ଆରମ୍ଭ କରୁଛ” (ଦେଖ: [[rc://*/ta/man/translate/figs-metaphor]])
# him who called you
ଈଶ୍ବର, ଯେ ତୁମ୍ଭମାନଙ୍କୁ ଆହ୍ବାନ କରିଛନ୍ତି
# called
ଏଠାରେ ଏହାର ଅର୍ଥ ଈଶ୍ବର ଲୋକମାନଙ୍କୁ ତାହାଙ୍କର ସନ୍ତାନ ହେବାକୁ, ତାହାଙ୍କର ସେବା କରିବାକୁ, ଏବଂ ଯୀଶୁଙ୍କ ମାଧ୍ୟମରେ ତାହାଙ୍କ ଉଦ୍ଧାରର ସନ୍ଦେଶ ଘୋଷଣ କରିବାକୁ ନିଯୁକ୍ତ କରିଛନ୍ତି ବା ଆହ୍ବାନ କରିଛନ୍ତି ।
# by the grace of Christ
ଖ୍ରୀଷ୍ଟଙ୍କ ଅନୁଗ୍ରହର କାରଣରୁ କିମ୍ବା “ଖ୍ରୀଷ୍ଟଙ୍କ ଅନୁଗ୍ରହର ବଳିଦାନର କାରଣରୁ”
# you are turning to a different gospel
ଏଠାରେ “ଫେରିବାକୁ” ଏକ ରୁପକ ଅଟେ ଯାହାର ଅର୍ଥ କୌଣସି ବିଷୟରେ ବିଶ୍ବାସ କରିବାକୁ ଆରମ୍ଭ କରିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଏକ ଅଲଗା ସୁସମାଚାରକୁ ବିଶ୍ବାସ କରିବା ଆରମ୍ଭ କରିଅଛ” (ଦେଖ: [[rc://*/ta/man/translate/figs-metaphor]])