or_tn/gal/01/06.md

2.5 KiB

Connecting Statement:

ପାଉଲ ଏହି ପତ୍ରକୁ ଲେଖିବା ନିମନ୍ତେ ତାହାଙ୍କର କାରଣ ଦର୍ଶାନ୍ତି: ସେ ସେମାନଙ୍କୁ ସୁସମାଚାରକୁ ବୁଝି ଚାଲୁରଖିବା ନିମନ୍ତେ ସ୍ମରଣ କରାଇ ଦେଉଛନ୍ତି ।

I am amazed

ମୁଁ ଚମତ୍କୃତ ଅଟେ ଓ “ମୁଁ ବିସ୍ମିତ ଅଟେ.” ପାଉଲ ନିରାଶ ଥିଲେ ଯେ ସେମାନେ ଏପରି କରୁଥିଲେ ।

you are turning away so quickly from him

ଏଠାରେ “ଦୁରେଇ ଯିବା...ତାହାଙ୍କ ଠାରୁ” ସନ୍ଦେହ କରିବା ଆରମ୍ଭ କଲେ କିମ୍ବା ଈଶ୍ବରଙ୍କ ଉପରେ ଅଧିକ ସମୟ ଭରଷା କରୁ ନଥିବା ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତାହାଙ୍କୁ ଏତେ ଶୀଘ୍ର ସନ୍ଦେହ କରିବା ଆରମ୍ଭ କରୁଛ” (ଦେଖ: rc://*/ta/man/translate/figs-metaphor)

him who called you

ଈଶ୍ବର, ଯେ ତୁମ୍ଭମାନଙ୍କୁ ଆହ୍ବାନ କରିଛନ୍ତି

called

ଏଠାରେ ଏହାର ଅର୍ଥ ଈଶ୍ବର ଲୋକମାନଙ୍କୁ ତାହାଙ୍କର ସନ୍ତାନ ହେବାକୁ, ତାହାଙ୍କର ସେବା କରିବାକୁ, ଏବଂ ଯୀଶୁଙ୍କ ମାଧ୍ୟମରେ ତାହାଙ୍କ ଉଦ୍ଧାରର ସନ୍ଦେଶ ଘୋଷଣ କରିବାକୁ ନିଯୁକ୍ତ କରିଛନ୍ତି ବା ଆହ୍ବାନ କରିଛନ୍ତି ।

by the grace of Christ

ଖ୍ରୀଷ୍ଟଙ୍କ ଅନୁଗ୍ରହର କାରଣରୁ କିମ୍ବା “ଖ୍ରୀଷ୍ଟଙ୍କ ଅନୁଗ୍ରହର ବଳିଦାନର କାରଣରୁ”

you are turning to a different gospel

ଏଠାରେ “ଫେରିବାକୁ” ଏକ ରୁପକ ଅଟେ ଯାହାର ଅର୍ଥ କୌଣସି ବିଷୟରେ ବିଶ୍ବାସ କରିବାକୁ ଆରମ୍ଭ କରିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଏକ ଅଲଗା ସୁସମାଚାରକୁ ବିଶ୍ବାସ କରିବା ଆରମ୍ଭ କରିଅଛ” (ଦେଖ: rc://*/ta/man/translate/figs-metaphor)