or_tn/eph/06/18.md

974 B

With every prayer and request, pray at all times in the Spirit

ପ୍ରାର୍ଥନା କରି ନିର୍ଦ୍ଦିଷ୍ଟ ନିବେଦନଗୁଡିକ ଜଣାଇବା ସମୟରେ ସର୍ବଦା ଆତ୍ମାରେ ପ୍ରାର୍ଥନା କର

To this end

ଏଥିନିମନ୍ତେ କିମ୍ବା “ଏହାକୁ ମନରେ ରଖି I” ଏହା ଈଶ୍ବରଙ୍କ ସଜ୍ଜା ନେବାର ମନୋଭାବକୁ ବୁଝାଏ I

be watching with all perseverance, as you offer prayers for all the saints

ଜାଗ୍ରତ ରହିବାରେ ଲାଗି ରୁହ ଓ ଈଶ୍ବରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିମନ୍ତେ ପ୍ରାର୍ଥନା କର କିମ୍ବା “ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ନିରନ୍ତର ଜାଗିରହି ପ୍ରାର୍ଥନା କର”