# With every prayer and request, pray at all times in the Spirit ପ୍ରାର୍ଥନା କରି ନିର୍ଦ୍ଦିଷ୍ଟ ନିବେଦନଗୁଡିକ ଜଣାଇବା ସମୟରେ ସର୍ବଦା ଆତ୍ମାରେ ପ୍ରାର୍ଥନା କର # To this end ଏଥିନିମନ୍ତେ କିମ୍ବା “ଏହାକୁ ମନରେ ରଖି I” ଏହା ଈଶ୍ବରଙ୍କ ସଜ୍ଜା ନେବାର ମନୋଭାବକୁ ବୁଝାଏ I # be watching with all perseverance, as you offer prayers for all the saints ଜାଗ୍ରତ ରହିବାରେ ଲାଗି ରୁହ ଓ ଈଶ୍ବରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିମନ୍ତେ ପ୍ରାର୍ଥନା କର କିମ୍ବା “ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ନିରନ୍ତର ଜାଗିରହି ପ୍ରାର୍ଥନା କର”