or_tn/eph/06/14.md

16 lines
2.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Stand, therefore
“ଅଟଳ ରହିବା” ଶବ୍ଦଟି କୌଣସି ବିଷୟକୁ ସଫଳଭାବରେ ପ୍ରତିରୋଧକରିବା ବା ଯୁଦ୍ଧ କରିବା ବିଷୟକୁ ବୁଝାଏ I ଦେଖ ତୁମେ “ଅଟଳ ରହିବା” ବିଷୟକୁ କିପରି [ଏଫିସୀୟ ୬:୧୩](../06/13.md)ରେ ଅନୁବାଦ କଲ I “ତେଣୁ ମନ୍ଦତାକୁ ପ୍ରତିରୋଧ କର” (ଦେଖ: [[rc://*/ta/man/translate/figs-metaphor]])
# the belt of truth
ଗୋଟିଏ କଟିବନ୍ଧନୀ ଯେପରି ଜଣେ ସୈନିକର ବସ୍ତ୍ରକୁ ଏକତ୍ର ଧରି ରଖେ, ଠିକ୍ ସେପରି ସତ୍ୟତା ଜଣେ ବିଶ୍ବାସୀର ସବୁ ବିଷୟକୁ ଧରି ରଖେ I (ଦେଖ: [[rc://*/ta/man/translate/figs-metaphor]])
# truth ... righteousness
ଆମ୍ଭମାନଙ୍କୁ ସତ୍ୟକୁ ଜାଣିବାକୁ ହେବ ଓ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ମାର୍ଗରେ କାର୍ଯ୍ୟ କରିବାକୁ ହେବ I
# the breastplate of righteousness
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୋଟିଏ ଉରସ୍ତ୍ରାଣ ଯେପରି ଜଣେ ସୈନିକର ବକ୍ଷକୁ ସୁରକ୍ଷା କରେ, ଠିକ୍ ସେପରି ଧାର୍ମିକତାର ଦାନ ଜଣେ ବିଶ୍ବାସୀର ହୃଦୟକୁ ଆଚ୍ଛାଦନ କରିଥାଏ କିମ୍ବା ) ଗୋଟିଏ ଉରସ୍ତ୍ରାଣ ଯେପରି ଜଣେ ସୈନିକର ବକ୍ଷକୁ ସୁରକ୍ଷା କରେ, ସେପରି ଈଶ୍ବର ଯେପରି ଚାହାନ୍ତି, ସେପରି ଜୀବନଯାପନ କରିବା ବିଷୟ ଆମ୍ଭମାନଙ୍କୁ ଗୋଟିଏ ଶୁଦ୍ଧ ବିବେକ ଦିଏ, ଯାହା ଆମ୍ଭମାନଙ୍କର ହୃଦୟକୁ ସୁରକ୍ଷା କରିଥାଏ I (ଦେଖ: [[rc://*/ta/man/translate/figs-metaphor]])