or_tn/eph/06/14.md

2.1 KiB
Raw Permalink Blame History

Stand, therefore

“ଅଟଳ ରହିବା” ଶବ୍ଦଟି କୌଣସି ବିଷୟକୁ ସଫଳଭାବରେ ପ୍ରତିରୋଧକରିବା ବା ଯୁଦ୍ଧ କରିବା ବିଷୟକୁ ବୁଝାଏ I ଦେଖ ତୁମେ “ଅଟଳ ରହିବା” ବିଷୟକୁ କିପରି ଏଫିସୀୟ ୬:୧୩ରେ ଅନୁବାଦ କଲ I “ତେଣୁ ମନ୍ଦତାକୁ ପ୍ରତିରୋଧ କର” (ଦେଖ: rc://*/ta/man/translate/figs-metaphor)

the belt of truth

ଗୋଟିଏ କଟିବନ୍ଧନୀ ଯେପରି ଜଣେ ସୈନିକର ବସ୍ତ୍ରକୁ ଏକତ୍ର ଧରି ରଖେ, ଠିକ୍ ସେପରି ସତ୍ୟତା ଜଣେ ବିଶ୍ବାସୀର ସବୁ ବିଷୟକୁ ଧରି ରଖେ I (ଦେଖ: rc://*/ta/man/translate/figs-metaphor)

truth ... righteousness

ଆମ୍ଭମାନଙ୍କୁ ସତ୍ୟକୁ ଜାଣିବାକୁ ହେବ ଓ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ମାର୍ଗରେ କାର୍ଯ୍ୟ କରିବାକୁ ହେବ I

the breastplate of righteousness

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୋଟିଏ ଉରସ୍ତ୍ରାଣ ଯେପରି ଜଣେ ସୈନିକର ବକ୍ଷକୁ ସୁରକ୍ଷା କରେ, ଠିକ୍ ସେପରି ଧାର୍ମିକତାର ଦାନ ଜଣେ ବିଶ୍ବାସୀର ହୃଦୟକୁ ଆଚ୍ଛାଦନ କରିଥାଏ କିମ୍ବା ) ଗୋଟିଏ ଉରସ୍ତ୍ରାଣ ଯେପରି ଜଣେ ସୈନିକର ବକ୍ଷକୁ ସୁରକ୍ଷା କରେ, ସେପରି ଈଶ୍ବର ଯେପରି ଚାହାନ୍ତି, ସେପରି ଜୀବନଯାପନ କରିବା ବିଷୟ ଆମ୍ଭମାନଙ୍କୁ ଗୋଟିଏ ଶୁଦ୍ଧ ବିବେକ ଦିଏ, ଯାହା ଆମ୍ଭମାନଙ୍କର ହୃଦୟକୁ ସୁରକ୍ଷା କରିଥାଏ I (ଦେଖ: rc://*/ta/man/translate/figs-metaphor)