or_tn/eph/06/09.md

1.1 KiB

treat your slaves in the same way

ତୁମ୍ଭେମାନେ ମଧ୍ୟ ଆପଣା ଆପଣା ଦାସମାନଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉଚିତ କିମ୍ବା “ଦାସମାନେ ଯେପରି ସେମାନଙ୍କ କର୍ତ୍ତାମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ, ସେପରି ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ଦାସମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ” (ଏଫିସିୟ ୬:୫)

You know that he who is both their Master and yours is in heaven

ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଓ କର୍ତ୍ତାମାନଙ୍କର ପ୍ରଭୁ ଓ ସେ ସ୍ବର୍ଗରେ ରୁହନ୍ତି

there is no favoritism with him

ସେ ସମସ୍ତଙ୍କର ସମାନଭାବରେ ବିଚାର କରନ୍ତି