12 lines
1.1 KiB
Markdown
12 lines
1.1 KiB
Markdown
|
# treat your slaves in the same way
|
||
|
|
||
|
ତୁମ୍ଭେମାନେ ମଧ୍ୟ ଆପଣା ଆପଣା ଦାସମାନଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉଚିତ କିମ୍ବା “ଦାସମାନେ ଯେପରି ସେମାନଙ୍କ କର୍ତ୍ତାମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ, ସେପରି ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ଦାସମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ” ([ଏଫିସିୟ ୬:୫](../06/05.md))
|
||
|
|
||
|
# You know that he who is both their Master and yours is in heaven
|
||
|
|
||
|
ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଓ କର୍ତ୍ତାମାନଙ୍କର ପ୍ରଭୁ ଓ ସେ ସ୍ବର୍ଗରେ ରୁହନ୍ତି
|
||
|
|
||
|
# there is no favoritism with him
|
||
|
|
||
|
ସେ ସମସ୍ତଙ୍କର ସମାନଭାବରେ ବିଚାର କରନ୍ତି
|