or_tn/eph/06/04.md

944 B

do not provoke your children to anger

ଆପଣା ଆପଣା ପିଲାମାନଙ୍କୁ କ୍ରୋଧ କରାଅ ନାହିଁ କିମ୍ବା “ଆପଣା ଆପଣା ପିଲାମାନଙ୍କୁ କ୍ରୋଧୀ ହେବାକୁ ଦିଅ ନାହିଁ”

raise them in the discipline and instruction of the Lord

ଗୁଣବାଚକ ବିଶେଷ୍ୟ “ଶାସନ” ଓ ଶିକ୍ଷା”କୁ କ୍ରିୟାଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ କଅଣ ଜାଣିବାପାଇଁ ଓ କଅଣ କରିବାପାଇଁ ଚାହୁଁଛନ୍ତି, ତାହା ନିଶ୍ଚିତ କରାଇ ସେମାନଙ୍କୁ ବୟସ୍କ ହେବାକୁ ଶିକ୍ଷା ଦିଅ” (ଦେଖ: rc://*/ta/man/translate/figs-abstractnouns)